ପୋଖରୀରେ ଗାଧଉଥିବାବେଳେ ବୁଡ଼ିଯାଇ ୨ ଶିଶୁଙ୍କ ମୃତ୍ୟୁ

ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମରେ ଅଘଟଣ । ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ିଯାଇ ୨ ଶିଶୁ ମୃତ୍ୟୁବରଣ ।

କରଞ୍ଜିଆ : ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମରେ ଘଟିଛି  ଅଘଟଣ । ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ିଯାଇ ୨ ଶିଶୁ ମୃତ୍ୟୁବରଣ କରିଛନ୍ତି । ମହୁଲଡିହା ଥାନା କେଶଡିହା ଗାଁର ସମ୍ବିତ ହନହାଗା (୩) ବର୍ଷ ଏବଂ ରାଜେଶ ମହାକୁଡ଼ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମହୁଳଡିହା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.