ନନ୍ଦକାନନର ନୂଆ ଅତିଥି, ବିରଳ ଧୂସର ରଙ୍ଗର ଗଧିଆ

ଭୁବନେଶ୍ବର(କେନ୍ଯୁଜ୍) : ନନ୍ଦକାନନର ନୂଆ ଅତିଥି । ଚିଡ଼ିଆଖାନାକୁ ଆସିଲେ ୨ଟି ଧୂସର ରଙ୍ଗର ଗଧିଆ । ୩ଟି ଗୁରାଣ୍ଡି ବଦଳରେ ମହୀଶୂରରୁ ଅଣାଗଲା ଗଧିଆ । ଉଭୟଙ୍କ ବୟସ ଅଢେଇ ବର୍ଷ ହେବ ବୋଲି କୁହାଯାଉଛି । ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞ ଦେବଦତ୍ତ ମହାପାତ୍ରଙ୍କ ତତ୍ୱାବଧନରେ ୮ ଜଣିଆ ଟି ମ୍‌ ଗତ ୨୧ ତାରିଖରେ ମହୀଶୂର ଯାଇଥିଲେ । ୩ଟି ଗୁରାଣ୍ଡି ବଦଳରେ ଏହି ଗଧିଆଙ୍କୁ ଅଣାଯାଇଛି । ଆଗାମୀ ପର୍ଯ୍ଯଟନ ଋତୁରେ ଏହି ଗଧିଆ ଦୁଇଟି ଯର୍ଯ୍ଯଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.