ଦୋକାନରେ ପଶି ଚୋରି କଲା ବେଳେ ଧରାପଡ଼ିଲେ ୨ ଚୋର, ଖାଇଲେ ନିର୍ଧୁମ ଛେଚା

ଦୋକାନରେ ପଶି ଚୋରି କଲା ବେଳେ ୨ ଜଣ ଚୋରକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକ। ପରେ ପୋଲିସର ଦେଲେ ଜିମା

ସୋର (କେନ୍ୟୁଜ): ଦୋକାନରେ ପଶି ଚୋରି କଲା ବେଳେ ୨ ଜଣ ଚୋରକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ଏହା ପରେ ଲୋକମାନେ ଅଭିଯୁକ୍ତଙ୍କୁ ଧରି ନିର୍ଦ୍ଧୁମ ଛେଚିଛନ୍ତି। ସୋର କୁପାରୀ ରାସ୍ତା ନଦୀ ଗାଁ ଛକରେ ଏପରି ଅଘଟଣ ହୋଇଛି।

ଖବର ଅନୁସାରେ ଶିବ ପ୍ରସାଦ ସାହୁଙ୍କ ପାନ ଦୋକାନରେ ରବିବାର ଭୋର ସମୟରେ ଦୁଇ ଦୁର୍ବୃତ୍ତ ପଶି ଚୋରି କରୁଥିଲେ। ଏହି ସମୟରେ ଶିବପ୍ରସାଦ ପହଞ୍ଚି ସେ ଦୁଇଜଣଙ୍କୁ କାବୁ କରିଥିଲେ। ପରେ ସେମାନଙ୍କୁ ନିସ୍ତୁକ ପିଟିବା ପରେ ପୋଲିସର ଜିମା ଦେଇଛନ୍ତି। ଦୁଇ ଚୋରଙ୍କ ପରିଚୟ ପର୍ଶୁରାମ ବାରିକ ଓ ତାର ଅଣ ଓଡ଼ିଆ ସାଙ୍ଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.