Below header

ଡିସେମ୍ବର ୧୨ତାରିଖରେ ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ, ୨୪ ଓ ୨୫ ତାରିଖରେ ନାମାଙ୍କନ ଦାଖଲ

କେନ୍ୟୁଜ(ବ୍ୟୁରୋ): ଡିସେମ୍ବର ୧୨ତାରିଖରେ ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ। ଆସନ୍ତା ୨୪ ଓ ୨୫ ତାରିଖରେ ନାମାଙ୍କନ ଦାଖଲ ହେବ । ୨୦୨୦-୨୧ ବର୍ଷ ପାଇଁ ଏହି ନିର୍ବାଚନ ଆୟୋଜିତ ହେବ। କରୋନା ଲକଡାଉନ ପାଇଁ ସମସ୍ତ ବାର ଆସୋସିଏସନ ନିର୍ବାଚନ ସ୍ଥଗିତ ଥିଲା । ସମସ୍ତ ବାରରେ ଗୋଟିଏ ଦିନରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ବାର ଆସୋସିଏସନ ନିର୍ବାଚନ କରାଇବା ପାଇଁ ସମସ୍ତ ବାରର ନିର୍ବାଚନ ଅଧିକାରୀଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଚିଠି ଲେଖାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.