କରଞ୍ଜିଆ ରେଞ୍ଜ ପଢେଇଦୁଢ଼ା ଗାଁ ନିକଟରେ ବୁଲୁଛନ୍ତି ୨୨ ଟିକିଆ ହାତୀପଲ, ଆତଙ୍କିତ ଲୋକେ

ଦୁଇ ଦିନ ହେଲା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ବୁଲୁଛନ୍ତି ହାତୀ । ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ଖେଳାଇଛନ୍ତି । ଦିନ ବେଳେ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଯାଉଛନ୍ତି ।

କରଞ୍ଜିଆ(କେନ୍ୟୁଜ୍): ହାତୀ ଉପଦ୍ରବ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ପଢେଇଦୁଢ଼ା ଗାଁ ନିକଟରେ ବୁଲୁଛନ୍ତି ୨୨ ଟିକିଆ ହାତୀପଲ । ଦୁଇ ଦିନ ହେଲା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ବୁଲୁଛନ୍ତି ହାତୀ । ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ଖେଳାଇଛନ୍ତି । ଦିନ ବେଳେ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଯାଉଛନ୍ତି । ଘରଦ୍ବାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ହାତୀ ପାଇଁ ଅନେକ ସମୟରେ ବିଜୁଳି କାଟ୍ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.