Below header

ବ୍ରହ୍ମପୁର : ୨୬କିଗ୍ରା ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ

ବ୍ରହ୍ମପୁର (କେନ୍ୟୁଜ୍) : ୨୬କିଗ୍ରା ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ଜିଆରପି ପୋଲିସ। ବ୍ରହ୍ମପୁର ରେଳ ଷ୍ଟେସନର ୪ନଂ ପ୍ଲାଟଫର୍ମରେ ୨ଜଣ ଯୁବକ ତିନିଟି ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଜିଆରପି ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଜିଆରପି ସେମାନଙ୍କୁ ଅଧିକ ପଚରାଉଚୁରା କରୁଛି। ଗଜପତି ଜିଲ୍ଲା ଚନ୍ଦ୍ରଗିରିରୁ ଗଞ୍ଜେଇ ବିଶାଖାପାଟଣା ଚୋରାଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପ଼ଡିଥିବା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.