ଜଙ୍ଗଲରୁ ୩ ଦିନର ଶିଶୁପୁତ୍ର ଉଦ୍ଧାର

ବାରିପଦା (କେନ୍ୟୁଜ୍) : ଜଙ୍ଗଲରୁ ୩ ଦିନର ଶିଶୁପୁତ୍ର ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ସୁରେଇଡିହିର ନାହାଶୋଳ ଜଙ୍ଗଲରେ ଏକ ଶିଶୁପୁତ୍ର ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଶିଶୁଟିକୁ ତୁରନ୍ତ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ଗଭୀର କ୍ଷତ ଯୋଗୁଁ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଡାକ୍ତର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.