ବରଗଡ଼ : ଘର ଭିତରୁ ମିଳିଲା ୩ ମୃତ ଦେହ, ହତ୍ୟା ସନ୍ଦେହ

ବରଗଡ ଜିଲ୍ଲା ଭେଡେନ ଥାନା ଅଂଚଳରେ ଦେଖା ଯାଇଛି ଏକ ଅଭାବନୀ ଘଟଣା । ଗୋଟିଏ ବନ୍ଦ ଘରୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଭେଡେନ ଥାନା ଆଖିଫୁଟା ଗାଁରେ ଏକ ବନ୍ଦ ଘରୁ ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।

କେନ୍ୟୁଜ (ବ୍ୟୁରୋ) : ବରଗଡ ଜିଲ୍ଲା ଭେଡେନ ଥାନା ଅଂଚଳରେ ଦେଖା ଯାଇଛି ଏକ ଅଭାବନୀ ଘଟଣା । ଗୋଟିଏ ବନ୍ଦ ଘରୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଭେଡେନ ଥାନା ଆଖିଫୁଟା ଗାଁରେ ଏକ ବନ୍ଦ ଘରୁ ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।

ସମସ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖାଯାଇଛି । ପ୍ରାଥମିକ ଭାବେ ଏହାକୁ ହତ୍ୟା ବୋଲି ଆଶଙ୍କା କରାଯାଉଛି । କିଏ କେଉଁ ପରିସ୍ଥିତିରେ ହତ୍ୟା କଲା ତାହା ଜଣାପଡିନାହିଁ । ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.