Below header

ପୋଖରୀରେ ପଡି ଶିଶୁପୁତ୍ରର ମୃତ୍ୟୁ

ପୋଖରୀରେ ପଡି ଶିଶୁପୁତ୍ରର ମୃତ୍ୟୁ । ବଞ୍ଚେଇବା ପାଇଁ ଲୁଣ ଚିକିତ୍ସା । ଭଦ୍ରକ ବାସୁଦେବପୁର ବ୍ଲକ ବିଦେଇପୁର ଗଦେଇବିନ୍ଧା ଗାଁରେ ଏଭଳି ଘଟଣା ଘଟିଛି । ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ପୁଅ ଖେଳୁଥିବା ସମୟରେ ଘର ପାଖ ପୋଖରୀରେ ପଡି ଯାଇଥିଲେ ।

ବାସୁଦେବପୁର(କେନ୍ୟୁଜ): ପୋଖରୀରେ ପଡି ଶିଶୁପୁତ୍ରର ମୃତ୍ୟୁ । ବଞ୍ଚେଇବା ପାଇଁ ଲୁଣ ଚିକିତ୍ସା । ଭଦ୍ରକ ବାସୁଦେବପୁର ବ୍ଲକ ବିଦେଇପୁର ଗଦେଇବିନ୍ଧା ଗାଁରେ ଏଭଳି ଘଟଣା ଘଟିଛି । ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ପୁଅ ଖେଳୁଥିବା ସମୟରେ ଘର ପାଖ ପୋଖରୀରେ ପଡି ଯାଇଥିଲେ ।

ପରିବାର ଲୋକ ଦେଖିବା ପରେ ଶିଶୁଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ସେଠାରେ କିଛି ଲୋକଙ୍କ ପରାମର୍ଶରେ ମେଡିକାଲ ପରିସରରେ ଲୁଣ ଚିକିତ୍ସା କରିଥିଲେ ପରିବାର । ପରେ ଶିଶୁଟିର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପୋଲିସ ପହଂଚି ମୃତଦେହକୁ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.