Browsing Tag

Child drown

ଘଷିପୁରାରେ ଅଘଟଣ: ପାଣିରେ ବୁଡ଼ି ନାବାଳକ ମୃତ

ଆନନ୍ଦପୁର : ପାଣିରେ ବୁଡ଼ି ନାବାଳକ ମୃତ । ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଘଷିପୁରା ଥାନା ଦରଡିପାଳ ପଞ୍ଚାୟତ ଖଳିପାଟିଆ ଗାଁରେ ଘଟିଛି ଘଟଣା । ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ ।…

ପୋଖରୀରେ ବୁଡ଼ି ୨ ଶିଶୁକନ୍ୟା ମୃତ, ଗାଧୋଇବାକୁ ଯାଇଥିବାବେଳେ ଅଘଟଣ

ବ୍ରହ୍ମପୁର : ପୋଖରୀରେ ବୁଡ଼ି ୨ ଶିଶୁକନ୍ୟା ମୃତ । ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଂଚାୟତ ସିନ୍ଦୁରପୁର ଗାଁରେ ଅଭାବନୀୟ ଘଟଣା । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ…

ଗାଧୋଉ ଗାଧୋଉ ମା’ ଆଖି ସାମ୍ନାରେ ବୁଡ଼ିଗଲା ଝିଅ

ଯାଜପୁର : ଦ୍ୱାରେ ରୁଣ୍ଡ ହୋଇଛନ୍ତି ଲୋକେ । ମୁଣ୍ଡ ବାଡ଼େଇ ଭୋ ଭୋ ହୋଇ କାନ୍ଦୁଛି ମା’। ଖାଲି କହୁଛି ମୋ ଝିଅ କାହାର କି ଦୋଷ କରିଥିଲା । ମୋ ଝିଅକୁ ମୋଠୁ କାହିଁକି ଛଡ଼େଇ ନେଲେ ପ୍ରଭୁ… ମୋ ଝିଅକୁ ମୋତେ ଆଣିଦିଅ । ମା ଜଣକ କାନ୍ଦି କାନ୍ଦି ଚେତା ହରାଉଛନ୍ତି । ଏ ଦୃଶ୍ୟ ଦେଖିଲେ କ୍ଷଣକ ପାଇଁ…

ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିର ମୃତ୍ୟୁ

କଟକ : ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିଙ୍କର ମୃତ୍ୟୁ । କଟକ ତୁଳସୀପୁର ହାତୀ ଗଡାରେ ବୁଡି ଯୁବକ ମୃତ୍ୟୁ । ଆଜି ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜର ଜେଜେଙ୍କ ଦଶ କାର୍ଯ୍ୟ ପାଇଁ ତୁଠକୁ ଆସିଥିଲେ । ଏହି ସମୟରେ ରୂପକ ମହାନଦୀରେ ବୁଡି…

ସାମାନ୍ୟ ଅସାବଧନତା ଚାଲିଗଲା ଦୁଇ ଦୁଇଟା କଅଁଳ ଜୀବନ

ମୟୁରଭଞ୍ଜ (କେନ୍ୟୁଜ): ହାତ ଧରାଧରା ହୋଇ ଖେଳୁଥିଲେ ଦୁଇ ଭାଇ ଭଉଣୀ । ଭଉଣୀ ଥିଲା ବଡ ଭାଇଟି ସାନ। ଦୁହେଁ ମିଶି ସବୁଦିନ ଭଳି ଦାଣ୍ଡ ବାହାରେ ଖେଳୁଥିଲେ । ଏମିତି କିଛି ସମୟ ବିତିଗଲା । ହେଲେ ଯେତେବେଳେ ପିଲାଙ୍କୁ ଖୋଜା ପଡିଲା ସେତେବେଳକୁ ପିଲାଙ୍କ ଖୋଜଖବର କାହା ପାଖରେ ନଥିଲା । କୁଆଡେ…

ପୋଖରୀରେ ପଡି ଶିଶୁପୁତ୍ରର ମୃତ୍ୟୁ

ବାସୁଦେବପୁର(କେନ୍ୟୁଜ): ପୋଖରୀରେ ପଡି ଶିଶୁପୁତ୍ରର ମୃତ୍ୟୁ । ବଞ୍ଚେଇବା ପାଇଁ ଲୁଣ ଚିକିତ୍ସା । ଭଦ୍ରକ ବାସୁଦେବପୁର ବ୍ଲକ ବିଦେଇପୁର ଗଦେଇବିନ୍ଧା ଗାଁରେ ଏଭଳି ଘଟଣା ଘଟିଛି । ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ପୁଅ ଖେଳୁଥିବା ସମୟରେ ଘର ପାଖ ପୋଖରୀରେ ପଡି ଯାଇଥିଲେ । ପରିବାର…

ପାଣି ଟବରେ ପଡି ଆଖି ବୁଜିଲା ଦେଢ ବର୍ଷର ଶିଶୁ କନ୍ୟା

ଫୁଲବାଣୀ(କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଦେଢ ବର୍ଷର ଶିଶୁ କନ୍ୟା ଘରେ ଖେଳୁଥିବାବେଳେ ହଠାତ୍ ଏକ ପାଣି ଟବରେ ପଡିଯାଇଥିଲା । ଯାହାକୁ ଦେଖି ପାରିନଥିଲେ ପରିବାର ଲୋକେ। କିଛି ସମୟ ପରେ ଦେଖିଲା ବେଳକୁ ଶିଶୁଟି…

ମା ସହ ଗାଧୋଉଥିବା ବେଳେ ଭାସିଗଲା ଚାରି ବର୍ଷର ପୁଅ

ସମ୍ବଲପୁର (କେନ୍ୟୁଜ୍‌) : ବୁର୍ଲା ପାଓ୍ବାର କେନାଲରେ ଭାସିଗଲା ନାବାଳକ । ନିଜ ମା’ ସହ ଗାଧୋଉ ଥିବା ବେଳେ ଘଟିଛି ଏହି ଅଘଟଣ । ନାବାଳକ ଜଣକ ହେଉଛନ୍ତି ଓ୍ବାନ୍‌ଆର କଲୋନୀର ରାଜେଶ ପଞ୍ଚବିହାରଙ୍କ ଏକମାତ୍ର ପୁଅ ରୋନକ । ଓ୍ବାନ ଆର୍ ସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଉଥିବା ବେଳେ…

ରାଉରକେଲା ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ

ରାଉରକେଲା : ନିଜ ଆଇ ସାଙ୍ଗରେ କାଠ ପୋଲ ପାରି ହେଉଥିବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ ।ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମ୍‌ଜୋର ନିକଟରେ ଘଟିଛି ଏହି ଅଘଟଣ। ବ୍ରାହ୍ମଣୀ ତରଙ୍ଗ ଥାନା ସମରଝୋଲା ଗାଁର ଜଣେ ବୃଦ୍ଧା ନିଜ ନାତି ନାତୁଣୀଙ୍କୁ ଧରି ପୋଲ ଉପର ଦେଇ…