Below header

ଝାଡ଼ଖଣ୍ଡରେ ସଡ଼କ ଦୁର୍ଘଟଣା, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ୩ ମୃତ

ମୟୂରଭଞ୍ଜ(କେନ୍ୟୁଜ୍) : ଝାଡ଼ଖଣ୍ଡରେ ସଡ଼କ ଦୁର୍ଘଟଣାରେ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ମୃତକମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଟଦୁମାର ମଙ୍ଗଳବାନ ସିଂ, ତାଙ୍କ ସ୍ତ୍ରୀ ସୁଭଦ୍ରା ସିଂ ଓ ପୁଅ । ସେମାନେ ବାଇକରେ ଟାଟା ଯାଉଥିବା ବେଳେ ଝାଡ଼ଖଣ୍ଡର ପୋଟକା ତିରୁଲଡିହିରେ ସେମାନଙ୍କୁ ବସ୍‌ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଫେରାର୍ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.