Below header

ଶିମିଳିପାଳ ପାଦ ଦେଶରେ ଜଣେ ବ୍ୟକ୍ତିଙ୍କ ଘରୁ ମାଳ ମାଳ ନାଗ ଛୁଆ ସମେତ ନାଗୁଣୀ ଉଦ୍ଧାର

ଶିମିଳିପାଳ(କେନ୍ୟୁଜ୍) : ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଜଣେ ବ୍ୟକ୍ତିଙ୍କ ଘରୁ ମାଳ ମାଳ ନାଗ ଛୁଆ ସମେତ ନାଗୁଣୀ ଉଦ୍ଧାର । ଖୁଣ୍ଟା ବ୍ଲକ ବଡ଼ପଥର ପଞ୍ଚାୟତର ତାଡ଼ିକିଝରଣ ଗାଁର ଗୋବିନ୍ଦ ଟୁଡୁଙ୍କ ଘରେ କିଛି ନାଗ ଛୁଆ ବୁଲୁଥିବା ଦେଖିବା ପରେ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଞ୍ଚି ନାଗୁଣୀ ସମେତ ୧୮ଟି ଛୁଆ ସାପ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଶିମିଳିପାଳରେ ଛାଡ଼ି ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.