କୋରାପୁଟ : ମାଟି ଅତଡା ଧସି ୩ ମୃତ

ମାଟି ଅତଡ଼ା ଧସି ୩ ମୃତ। କୋରାପୁଟ ପଟାଙ୍ଗୀ ଥାନା କରଞ୍ଜିଗୁଡ଼ା ପାହାଡ଼ରୁ ଧସିଲା ମାଟି। ଚୂନ ମାଟି ଖୋଳିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ମୃତକ ୩ ଜଣ ହହେଲଲେ ଚମ୍ପା ପାଲେସି, ଜୟନ୍ତ ପେଦାକାପୁ ଓ ସନା ନାୟକ। ମୃତକଙ୍କ ମଧ୍ୟରେ ଅଛନ୍ତି ୨ ମହିଳା । ୨ ଗୁରୁତରଙ୍କୁ ପଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଚୂନ ମାଟି ଖୋଳିବାକୁ ୧୦ଜଣ ଯାଇଥବା ବେଳେ ଏହି ଅଘଟଣ ଘଟିଛି ।

KPT-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.