ଭୁବନେଶ୍ୱର କ୍ରାଇମବ୍ରାଞ୍ଚ କବ୍ଜାରେ ୩ ଜଣିଆ ଜମତରା ଗ୍ୟାଙ୍ଗ
ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର କ୍ରାଇମବ୍ରାଞ୍ଚ କବ୍ଜାରେ ୩ ଜଣିଆ ଜମତରା ଗ୍ୟାଙ୍ଗ । ଅଭିଯୁକ୍ତମାନଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । KYC ଅପଡେଟ୍ ନାଁରେ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିଲେ ।
ଗ୍ରାହକଙ୍କଠାରୁ ବିଭିନ୍ନ ତଥ୍ୟ ନେଇ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଥିଲେ । ବିଭିନ୍ନ ଅଭିଯୋଗକୁ ଆଧାର କରି ଚାଲିଥିଲା ଖାନତଲାସ ।