Below header

ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କର ଚାଲିଗଲା ଜୀବନ

କଣ୍ଟାବଣିଆଁ ଥାନା ଅନ୍ତର୍ଗତ କମଳାଙ୍ଗ (ଦୁର୍ଗାପୁର) ଗ୍ରାମରେ ଅଘଟଣ ଗ୍ରାମ ନିକଟ ବ୍ରାହ୍ମ ନଦୀ କୂଳରେ ଥିବା ଇଟା ଭାଟିରେ ଶ୍ୱାସରୋଧ ହୋଇ ୩ଜଣଙ୍କର ମୃତ୍ୟୁ I ୩ ଜଣ ମୃତକ ମଧ୍ୟରୁ ଜଣେ ୭ ବର୍ଷକ ନାବାଳିକା ଥିବ ସୂଚନା ।

ଢେଙ୍କାନାଳ (କେନ୍ୟୁଜ): କଣ୍ଟାବଣିଆଁ ଥାନା ଅନ୍ତର୍ଗତ କମଳାଙ୍ଗ (ଦୁର୍ଗାପୁର) ଗ୍ରାମରେ ଅଘଟଣ ଗ୍ରାମ ନିକଟ ବ୍ରାହ୍ମ ନଦୀ କୂଳରେ ଥିବା ଇଟା ଭାଟିରେ ଶ୍ବାସରୁଦ୍ଧ ହୋଇ ୩ଜଣଙ୍କର ମୃତ୍ୟୁ । ୩ ଜଣ ମୃତକ ମଧ୍ୟରୁ ଜଣେ ୭ ବର୍ଷକ ନାବାଳିକା ଥିବ ସୂଚନା ।

ଗତ କାଲି ରାତିରେ ହାତୀ ଭୟରେ ୨ଜଣ ଶ୍ରମିକ ଓ ଶିଶୁ କନ୍ୟା ଇଟା ଭାଟି ତଳେ ନିଆଁ ଲାଗିଥିବା ବେଳେ ଇଟା ଭାଟି ଉପରେ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କଣ୍ଟା ବଳିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.