ବାଲେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ବାଇକ୍‌ ମୁହାଁମୁହିଁ, ତିନି ମୃତ

ବାଲେଶ୍ୱର (କେନ୍ୟୁଜ୍) : ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ବାଲିଆପାଳ ସାନମଇଁଷାଡି ଗାଁର ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ବାଇକ୍‌ ସହ ଧକ୍କା ହୋଇଥିଲା ।

Leave A Reply

Your email address will not be published.