Below header

୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଏକ ୩ ଜଣିଆ ଡକାୟତ ଦଳକୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ମନୋଜ ବୋଲି ପୋଲିସ କହିଛି । ମନୋଜର ଘର ଗଂଜାମ ଜିଲ୍ଲାରେ । ତା’ର ଆଉ ଜଣେ ସହଯୋଗୀ ଶ୍ୟାମ ସୁନ୍ଦର ଆଚାରୀକୁ ମଧ୍ୟ ପୋଲିସ ଗିରଫ କରିଛି ।

ଗ୍ୟାଙ୍ଗଙ୍କ ମଧ୍ୟରୁ ଆଚାରୀ ଚୋରୀ ସୁନା ତରଳାଇବା କାମ କରୁଥିବା ବେଳେ ଅନ୍ୟମାନେ ଏଟିଏମ ପିନ ଦ୍ୱାରା ଟଙ୍କା ଚୋରି କରିଥାନ୍ତି । ଜେରା ପରେ ପୋଲିସ ଜଣଙ୍କୁ ଛାଡି ଦେଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.