ପୋଲ ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ

ମାଲକାନଗିରି(କେନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲ ତଳକୁ ଖସିଲା ଯବାନଙ୍କ ବସ୍‌।  ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ । ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ସବୁ ଯବାନ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସୂଚନା ମୁତାବକ DRG ଯବାନ ଅପରେସନରୁ ଫେରିଲା ବେଳେ ବସଟି ପୋଲ ତଳକୁ ଖସିଯାଇଥିଲା। ବନ୍ୟା ଜଳ ଯୋଗୁଁ ପୋଲ ଉପରେ ପାଣି ବଢି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର SP କମଲୋଚନ କଶ୍ୟପ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.