Below header

ମାର୍ଚ୍ଚ ୯ରୁ ଆରମ୍ଭ ହେବ ୩୯ତମ ଜାତୀୟ ଆରଚେରୀ ଚାଂପିଅନସିପ୍

ମାର୍ଚ୍ଚ ୯ରୁ ଆରମ୍ଭ ହେବ ଜାତୀୟ ଆର୍ଚେରୀ ଚାଂପିଅନସିପ୍। ଓଡିଶା ଆରଚେରୀ ଆସୋସିଏସନ୍ ପକ୍ଷରୁ ୩୯ତମ ସିନିୟର ନ୍ୟାସନାଲ ଆରଚେରୀ ଚାମ୍ପିଅନସିପ ଅନୁଷ୍ଠିତ ହେବ । କଟକ ସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୩୯ତମ ଉଭୟ ପୁରୁଷ ଓ ମହିଳା ଜାତୀୟ ଆର୍ଚେରୀ ଚାଂପିଅନସିପ୍ ମାର୍ଚ୍ଚ ୯ରୁ ୧୮ତାରିଖ ପର‌୍ୟ୍ୟନ୍ତ ଆୟୋଜିତ ହେବ। ସମସ୍ତ ରାଜ୍ୟ ଓ ଅନ୍ୟ ୬ଟି ଆଫିଲିଟେଡ୍ ୟୁନିଟ୍ରୁ ୧୧ଶହରୁ ଅଧିକ ପ୍ରତିଯୋଗୀ ଭାଗନେବାର ରହିଛି। ତିନୋଟି ବିଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରୁ ଭାରତୀୟ ଟିମ୍ ପାଇଁ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.