Below header

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି କଳିଙ୍ଗ ସମ୍ମାନ

ଭୁବନେଶ୍ବର(କେନ୍ୟୁଜ୍) : କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି କଳିଙ୍ଗ ସମ୍ମାନ। ୨୦୧୫ରୁ ୨୦୧୯ ବର୍ଷ ପାଇଁ ସମ୍ମାନ ପ୍ରଦାନ ଏହି ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷ ୨୦୧୫ ପାଇଁ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫୁଲ୍ଲ କୁମାର ଜେନା, ୨୦୧୬ ପାଇଁ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି। ୨୦୧୭ ପାଇଁ ଡାକ୍ତର ଜ୍ଞାନଦେବ ମହାରଣା, ୨୦୧୮ ପାଇଁ ପ୍ରଫେସର ବୀରେନ୍ଦ୍ର କିଶୋର ଦାସ ଓ ୨୦୧୯ ପାଇଁ ପ୍ରଫେସର ଡକ୍ଟର ନିମାଇଁ ଚରଣ ପଣ୍ଡାଙ୍କୁ ପ୍ରଦାନ କରାଯାଇଛି କଳିଙ୍ଗ ସମ୍ମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.