୫୮ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଆଜି ତୃତୀୟ ଦିନ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୫୮ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଆଜି ତୃତୀୟ ଦିନ। ଆଜି ୧୦୦ମିଟର ହର୍ଡଲ, ମହିଳା ବିଭାଗରେ ହାଇ ଜମ୍ପ, ପୁରୁଷ ବିଭାଗରେ ଜାଭେଲିନ୍‌ ଥ୍ରୋ ଏବଂ ଉଭୟ ମହିଳା ଓ ପୁରୁଷ ବିଭାଗରେ ୮୦୦ମିଟର ଦୌଡ ପ୍ରତିଯୋଗୀତା ହେବ। ପ୍ରଥମ ଦିନରେ ଉଭୟ ମହିଳା ପୁରୁଷ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଦ୍ୱିତୀୟ ଦିନରେ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବମ୍ର ନିରାଶ କରିଥିଲେ। ଓଡ଼ିଶା ସରକାର ଓ ଆଥଲେଟିକ୍‌  ଫେଡରେସନ୍‌  ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ଆଥଲେଟିକ୍‌  ଆସୋସିଏସନ୍‌ର ମିଳିତ ସହଯୋଗରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.