ଏବେ ବି ଏହି ସ୍ଥାନରେ ବଞ୍ଚିରହିଛି ଅତୀତର ପାରମ୍ପରିକ ଖେଳ, କୁନି କୁନି ପିଲାଙ୍କ ଶବ୍ଦରେ କମ୍ପୁଛି ଗାଁ ଦାଣ୍ଡ
“ପୁଚି-ଖେଳ” ଠାରୁ ଆରମ୍ଭ କରି “ଇଟିକିଲି ମିଟିକିଲି”, “ବୋହୁ ଚୋରୀ”, “ବାଘ-ଛେଳି”, “ଖପରା ଡିଆଁ” ଏମିତି ଅନେକ ଖେଳ ଏବେ ଆଉ ଦେଖିବାକୁ ମିଳୁନାହିଁ । କିଛି ଖେଳ ଘର ଭିତରେ ହେଉଥିଲା । ଆଉ କିଛି ଘର ବାହାରେ ଯେମିତିକି ଗାଁ ଦାଣ୍ଡ, ଆମ୍ବତୋଟା ଏବଂ ଖେଳ ପଡିଆରେ ହେଉଥିଲା । ଏବେ କିନ୍ତୁ…