ଭଦ୍ରକ ତିହିଡି ପୀରହାଟରେ ବିଷାକ୍ତ ମଦ ପିଇ ୪ ମୃତ୍ୟୁ ଅଭିଯୋଗ

ଭଦ୍ରକ(କେନ୍ୟୁଜ୍) : ମଦ ନେଲା ଜୀବନ। ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ତିହିଡି ବ୍ଲକ ପୀରହାଟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଗୁରୁତର ଅଛନ୍ତି। ସେମାନଙ୍କୁ ଭଦ୍ରକରୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ କୁନା ଜେନା, ସାଧୁଚରଣ ନାୟକ ଓ ଶଙ୍କର୍ଷଣ ଦାସ। ଗତକାଲି ରାତିରେ ମଦ ପିଇବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.