ଭୁବନେଶ୍ବର: ଭିକ ମାଗିବା ଆଳରେ ଘରେ ପଶି ଚୋରି କରୁଥିବା ଅଭିଯୋଗ, ୪ ଅଟକ

ଭୁବନେଶ୍ବର (କେନ୍ଯୁଜ):  ଭିକାରୀ ବେଶରେ ଚୋରି। ଭିକ ମାଗିବା ଆଳରେ ଘରେ ପଶି ଚୋରି କରୁଥିବା ଅଭିଯୋଗ। ଭୁବନେଶ୍ୱର ଡେଲଟା ହାଉସ ଛକରେ ଜଣଙ୍କ ଘରେ ପଶି ଚୋରି କରୁଥିବାବେଳେ ଧରାପଡିଛନ୍ତି।

୪ଜଣ ଯୁବତୀ ଓ ମହିଳା ଏବଂ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.