Below header

ବୀଭତ୍ସ ହତ୍ୟା ! ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହେଲା ୪ଟି ଖଣ୍ଡବିଖଣ୍ଡିତ ମୃତଦେହ

୪ ଜଣଙ୍କୁ ବୀଭତ୍ସ ହତ୍ୟା ! । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି ୪ଟି ଖଣ୍ଡବିଖଣ୍ଡିତ ମୃତଦେହ । । ୨ଟି ଅଖା ଭିତରେ ଓ ଆଉ ୨ଟି ମୃତଦେହ ବାହାରେ ପଡ଼ିଛି ।

ଭୁବନେଶ୍ୱର (କେନ୍ୟୁଜ): ୪ ଜଣଙ୍କୁ ବୀଭତ୍ସ ହତ୍ୟା ! । ହତ୍ୟା କରି ଫିଙ୍ଗିଦେଲେ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି ୪ଟି ଖଣ୍ଡବିଖଣ୍ଡିତ ମୃତଦେହ । ତାଲାବୁରୁ-କେନ୍ଦପୋଷି ଷ୍ଟେସନ ନିକଟ ରେଳ ଟ୍ରାକ୍ ରୁ ଉଦ୍ଧାର ହୋଇଛି ଡେଡବଡି। ୨ଟି ଅଖା ଭିତରେ ଓ ଆଉ ୨ଟି ମୃତଦେହ ବାହାରେ ପଡ଼ିଛି । ୪ ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ।

ଉଦ୍ଧାର ମୃତ ମହିଳାଙ୍କ ହାତଗୋଡ଼ ବନ୍ଧା ଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କେହି ହତ୍ୟା କରି ଟ୍ରାକରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଜିଆରପି ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.