ଅନୁଗୁଳ: ଆମ୍ବୁଲାନ୍ସ ସହ ଗ୍ୟାସ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା, ୪ ମୃତ ୩ ଗୁରୁତର

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ଜରପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଅନୁଗୁଳ ଜିଲ୍ଲା ଜରପଡା ବସଷ୍ଟାଣ୍ଡ ନିକଟରେ ଗ୍ୟାସ ଟ୍ୟାଙ୍କରଟି କଟକରୁ ସମ୍ବଲପୁର ଆଡ଼କୁ ଯାଉଥିବା  ବେଳେ ବିପରୀତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଏହି ଦୁର୍ଘଟଣାରେ  ୪ ମୃତ ୩ ଗୁରୁତର ।

ଗୁରୁତରଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଆମ୍ବୁତ୍ତିଟି ସମ୍ବଲପୁର ବୁର୍ଲାରୁ ରୋଗୀ ନେଇ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

You might also like