ବ୍ରାଉନସୁଗର ବେପାରୀ ଗିରଫ, ୪୧ ଗ୍ରାମ ବ୍ରାଉନସୁଗର ଜବତ

ଅନୁଗୋଳ ଅବକାରୀ ବିଭାଗ ହାତରେ ବ୍ରାଉନସୁଗର ବେପାରୀ | ବ୍ରାଉନସୁଗର ଧରି ଛିଡା ହୋଇଥିବା ବେଳେ ଝାମ୍ପ ମାରିଲା ଅବକାରୀ ଟିମ | ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଅରା ସାହି ନିକଟରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ |

ଅନୁଗୋଳ : ଅନୁଗୋଳ ଅବକାରୀ ବିଭାଗ ହାତରେ ବ୍ରାଉନସୁଗର ବେପାରୀ | ବ୍ରାଉନସୁଗର ଧରି ଛିଡା ହୋଇଥିବା ବେଳେ ଝାମ୍ପ ମାରିଲା ଅବକାରୀ ଟିମ | ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଅରା ସାହି ନିକଟରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ | ଜବତ ବ୍ରାଉନ ସୁଗରର ମୂଲ୍ୟ ୪ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି | ଗିରଫ ଅଭିଯୁକ୍ତ ସୁନୀଲ ଭୂତିଆ ବୋଲି ଜଣାପଡିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.