ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା, ଉପକୃତ ହେବେ ୪୧ ଲକ୍ଷ ଚାଷୀ

ଭୁବନେଶ୍ୱର(କେନ୍ୟୁଜ୍): ଚାଷୀଙ୍କୁ ନୂଆଁଖାଇ ଭେଟି । ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା । ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ ।

ଚାଷୀଙ୍କ ଖାତାକୁ ଯିବ ମୋଟ ୮୬୯ କୋଟି ଟଙ୍କା । ବର୍ଷକୁ ଦୁଇଥର କାଳିଆ ଟଙ୍କା ଦିଆଯାଉଛି । ଅକ୍ଷୟ ତୃତୀୟା ଓ ନୂଆଁଖାଇରେ କାଳିଆ ଟଙ୍କା ଦିଆଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.