Browsing Tag

nuakhai festival

ନୂଆଁଖାଇ ଉପଲକ୍ଷେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ : ନବୀନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲା ।  ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଘରକୁ ଫେରିଛନ୍ତି । ହାଟବଜାର ଗହଳ ଚହଳ ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ ହେବ । ଏହା ପରେ ପରିବାରର ସମସ୍ତ ସଦସ୍ୟ…

ଦିନକ ପରେ ନୂଆଁଖାଇ, ଶେଷ ହେଲା ସିନ୍ଦୂର ଲାଗି ପରମ୍ପରା

ସମ୍ବଲପୁର : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଘରକୁ ଫେରିଛନ୍ତି । ହାଟବଜାର ଗହଳ ଚହଳ । କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ…

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ । ସେଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ ।  ମନ୍ଦିରରେ…

ନୂଆଖାଇ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ନୂଆପଡା: ଆଉ କିଛି ଦିନପରେ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଖାଇ। ଏହି ନୂଆଖାଇ ପର୍ବ ପାଳନକୁ ନେଇ ପୁରପଲ୍ଲୀ ଏବେ ବେଶ ଚଳଚଂଚଳ ହୋଇପଡିଛି । ଲୋକେ ଜୋରସୋରରେ ପ୍ରସ୍ତୁତି ପାଇଁ ଲାଗିପଡିଥିବା ବେଳେ ଦୋକାନ ବଜାରରେ କିଣାବିକା ପାଇଁ ସବୁଠିଲୋକଙ୍କ ପ୍ରବଳ ଭିଡ ଲାଗିରହିଛି । ଗାଁ…

ନୂଆଁଖାଇ ପାଇଁ ଲଗ୍ନ ହେଲା ଧାର୍ଯ୍ୟ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ବଲାଙ୍ଗୀର : ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ । ବଲାଙ୍ଗିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି l ବଲାଙ୍ଗିର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଧାର୍ଯ୍ୟ ହେଲା ସମୟ । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତାରିଖ ୮-୯-୨୦୨୪…

ନୂଆଁଖାଇ ପାଇଁ ମା’ ଙ୍କ ପାଖରେ ଲାଗି ହେଲା ନୂଆ ସିନ୍ଦୁର, ଆସନ୍ତା କାଲି ହେବ ନବାନ୍ନ ଲାଗି

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହର ମାହୋଲ ଜମିଲାଣି । ଦୂରଦୂରାନ୍ତରୁ ପରିବାର ସଦସ୍ୟ ଘରକୁ ଆସିଲେଣି । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି…

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ: ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସମ୍ବଲପୁର(କେନ୍ୟୁଜ୍): ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତି ହୋଇଥିଲା । ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ…

ରାଜ୍ୟ ସରକାରଙ୍କ ବଡ ଘୋଷଣା: ନୂଆଁଖାଇ ପାଇଁ ସମ୍ୱଲପୁର ଏବଂ ବରଗଡ଼ରେ ୨ଦିନ ଲେଖାଏଁ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ନୂଆଁଖାଇ ପର୍ବ । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ…

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ମହିମା ଗାଦିରେ ଲାଗି ହୋଇଛି ବର୍ଷର ପ୍ରଥମ ନବାନ୍ନ ଭୋଗ

ମହିମା ଧର୍ମ ଏକ କୃଷି ଭିତ୍ତିକ ଧର୍ମ। ଭ୍ରାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ମହିମା ଗୋସାଇଁଙ୍କୁ ପ୍ରଦାନ କରିବାର ପରମ୍ପରା ରହିଛି। ତେଣୁ ଚଳିତ ବର୍ଷ ମଧ୍ୟ ପ୍ରଥମ ଶସ୍ୟକୁ ମହିମା ଗୋସାଇଁଙ୍କ ନିକଟରେ ପ୍ରଦାନ କରାଯାଇଛି। । ଭୋର ସମୟରେ ଯୋରନ୍ଦା…

ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା, ଉପକୃତ ହେବେ ୪୧ ଲକ୍ଷ ଚାଷୀ

ଭୁବନେଶ୍ୱର(କେନ୍ୟୁଜ୍): ଚାଷୀଙ୍କୁ ନୂଆଁଖାଇ ଭେଟି । ନୂଆଁଖାଇରେ ମିଳିବ ‘କାଳିଆ’ ଯୋଜନା ଟଙ୍କା । ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ପ୍ରତ୍ୟେକ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ । ଚାଷୀଙ୍କ ଖାତାକୁ ଯିବ ମୋଟ ୮୬୯ କୋଟି…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଇଷ୍ଟ ଦେବୀଙ୍କୁ ଅର୍ପଣ କରାଯିବ ବର୍ଷର ପ୍ରଥମ ଶସ୍ୟ

ସମ୍ବଲପୁର(କେନ୍ଯୁଜ୍): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ । ସବୁଠି ଆନନ୍ଦ ଉତ୍ସାହର ମାହୋଲ । ଇଷ୍ଟ ଦେବୀଙ୍କୁ ବର୍ଷର ପ୍ରଥମ ଶସ୍ୟ ଅର୍ପଣ କରି ନୂଆଁ ଖାଇବେ ପଶ୍ଚିମ ଓଡ଼ିଶାବାସୀ । ଘରେ ଘରେ ସାଜସଜ୍ଜା । ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର(କେନ୍ଯୁଜ୍): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ ହେବ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହେବ । ମନ୍ଦିର ଟ୍ରଷ୍ଟ ତରଫରୁ…