ଗୋଖାଦ୍ୟ ବୋଝେଇ କଣ୍ଟେନରରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ୨ ଗିରଫ

କଣ୍ଟେନରରୁ ଚଢ଼ାଉ ସମୟରେ ୪୭୫ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ।

 ମାଲକାନଗିରି (କେନ୍ୟୁଜ):  ମାଲକାନଗିରିରୁ ଜୟପୁର ଯାଉଥିବା ଏକ ଗୋଖାଦ୍ୟ କଣ୍ଟେନରରୁ ଚମ୍ପାଖାରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କାଲିମେଳା ଅଞ୍ଚଳରୁ ଆସୁଥିବା ଗୋଖାଦ୍ୟ କଣ୍ଟେନର ସୂଚନା ପାଇ ମାଲକାନଗିରି ଥାନା ପୋଲିସ ଚଢ଼ାଉ କରିଥିବା ବେଳ ଦୁଇ ଜଣ ଗିରଫ ହୋଇଛନ୍ତି। କଣ୍ଟେନରରୁ ତଲାସୀ ସମୟରେ ୪୭୫ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.