Below header

ଜଳିଗଲା ୫ଟି ବସ୍, ଗ୍ୟାରେଜରେ ଥିବା ବେଳେ ଅଗ୍ନିକାଣ୍ଡ

ଜଳିଗଲା ୫ଟି ବସ୍ । ଗ୍ୟାରେଜରେ ଥିବା ବସରେ ଅଗ୍ନିକାଣ୍ଡ । ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଏହି ଘଟଣା ଘଟିଛି ।

ଜଳିଗଲା ୫ଟି ବସ୍ । ଗ୍ୟାରେଜରେ ଥିବା ବସରେ ଅଗ୍ନିକାଣ୍ଡ । ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଏହି ଘଟଣା ଘଟିଛି । ଏତେ ଜୋରରେ ନିଆଁ ଲାଗିଥିଲା ଯେ ସାରା ଅଞ୍ଚଳର ଧୂଆଁମୟ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ ଓ ତମାଣ୍ଡୋ ଥାନା ପୋଲିସ । ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ଟିମ୍ । ତେବେ କେମିତି ଓ କେଉଁ ପରିସ୍ଥିତିରେ ୫ଟି ବସରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.