ପୁରୀ ଚୁପୁରିଙ୍ଗ ଜଗନ୍ନାଥ ସଡ଼କରେ ବାଇକକୁ ଧକ୍କାଦେଲା କାର୍‌, ୫ବର୍ଷର ଶିଶୁ ମୃତ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ଚୁପୁରିଙ୍ଗ ଜଗନ୍ନାଥ ସଡ଼କରେ ବାଇକକୁ ଧକ୍କାଦେଲା କାର୍‌, ୫ବର୍ଷର ଶିଶୁ ମୃତ । ମୃତକ ସାଇରାମ ବଳିୟାରସିଂହ । ସାଇରାମଙ୍କ ବାପା, ମା ଓ ବଡ ଭଉଣୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ପୋଲିସ ଲାକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.