ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି

ବରଗଡ (କେନ୍ୟୁଜ) : ଖଲିଆପାଲି ସେବାଶ୍ରମ ବିଦ୍ୟାଳୟର ୫୦ ରୁ ଅଧିକ ଛାତ୍ର ଛାତ୍ରୀ ଅସୁସ୍ଥ। ଖେଦାପାଲି ସ୍ଥିତ ବରଗଡ ମୂଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି। ମଧ୍ୟାନ୍ନ ଭୋଜନ କଲା ପରେ ଅସୁସ୍ଥ ହୋଇଥିବା ସୂଚନା। ଘଟଣାକୁ ନେଇ ଖଲିଆପାଲି ଗ୍ରାମରେ ଚାପା ଉତ୍ତେଜନା । ଗ୍ରାମର ଶହ ଶହ ଯୁବକ ଯୁବତୀ ସ୍କୁଲକୁ ଆସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ଯରେ କଥା କଟାକଟି ହୋଇଛନ୍ତି । ଅନ୍ୟପଟେ ଘଟଣାକୁ ନେଇ DWO କୁ ଅଟକ ରଖିଛନ୍ତ୍ତିନ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.