Browsing Tag

students ill

ଟିଫିନ ଖାଇ ହାଇସ୍କୁଲର ୨୫ ଛାତ୍ରଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼ :  ଟିଫିନ ଖାଇ ସୁନ୍ଦରଗଡ଼ ସଦର ବ୍ଲକ ଲହଣ୍ଡାବୁଡ଼ ପଞ୍ଚାୟତ ସଲଙ୍ଗାବୁଡ଼ ହାଇସ୍କୁଲର ୨୫ ଛାତ୍ରଛାତ୍ରୀ ଅସୁସ୍ଥ ।  ବୁଧବାର ସ୍କୁଲରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଛାତ୍ର ଛାତ୍ରୀମାନଙ୍କୁ ବରା, ସିଙ୍ଗଡା ଓ ଆଲୁଚପ ଖାଇବାକୁ ଦିଆଯାଇଥିଲା । …

ଶୋଇଥିବାବେଳେ ଛାତ୍ରଙ୍କ ଆଖିରେ କେହି ଅଠା ପକାଇଦେବାରୁ ୮ ଗୁରୁତର, ମେଡିକାଲରେ ଭର୍ତ୍ତି

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କିଛି ଛାତ୍ରଙ୍କ ଆଖିରେ କେହି ଅଠା ପକାଇଦେବାରୁ ୮ ଅନ୍ତେବାସୀ ଗୁରୁତର ହୋଇଥିବା ଜଣାଯାଇଛି ।  ଗୁରୁତର ୮ ଜଣ ଛାତ୍ରଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ମଧ୍ୟାହ୍ନ ଭୋଜନ ଖାଇ ୧୭୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା : ମଧ୍ୟାହ୍ନ ଭୋଜନ ଖାଇ ୧୭୨ ଛାତ୍ରଛାତ୍ରୀ ଅସୁସ୍ଥ । ଗୁରୁତର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝାରସୁଗୁଡ଼ା ଜମେରା ପଞ୍ଚାୟତ ସ୍ଥିତ ୟୁ.ଜି.ଏମ୍.ଇ ସ୍କୁଲରେ ଘଟିଛି ଘଟଣା । ଆଜି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ୍…

ଆଳିର ଏକ ସ୍କୁଲରେ ହଠାତ୍‌ ଛାତ୍ରୀମାନେ ଅଜବ ବ୍ୟବହାର କରି ସମସ୍ତଙ୍କୁ ଡରାଇ ଦେଲେ

ଶୀଘ୍ର ଆସନ୍ତୁ ଆପଣଙ୍କ ପିଲାର ଦେହ ଖରାପ, ତୁରନ୍ତ ସ୍କୁଲରେ ପହଞ୍ଚନ୍ତୁ… ବାସ୍ ସ୍କୁଲରୁ ଏତିକି ଶୁଣିବା ପରେ ଅଭିଭାବକ ମାନେ ଆସି ପହଁଚିଲେ ସ୍କୁଲରେ । ଆସି ଦେଖନ୍ତି ସେମାନଙ୍କ ପିଲାର ଦେହ ପୂରା ଅସୁସ୍ଥ ହୋଇପଡିଛି । ଏମିତିକି ପାଣି ବି ତଣ୍ଟିରେ ଯାଉନଥିଲା, କଥା କହି ପାରୁନଥିଲେ ସମସ୍ତେ…

ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି

ଜଳେଶ୍ବର:  ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପଥ ଦୁର୍ଗା ପ୍ରାର୍ଥମିକ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୦  ପିଲା ଅସୁସ୍ଥ । ସେମାନଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ…

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି

ବରଗଡ (କେନ୍ୟୁଜ) : ଖଲିଆପାଲି ସେବାଶ୍ରମ ବିଦ୍ୟାଳୟର ୫୦ ରୁ ଅଧିକ ଛାତ୍ର ଛାତ୍ରୀ ଅସୁସ୍ଥ। ଖେଦାପାଲି ସ୍ଥିତ ବରଗଡ ମୂଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି। ମଧ୍ୟାନ୍ନ ଭୋଜନ କଲା ପରେ ଅସୁସ୍ଥ ହୋଇଥିବା ସୂଚନା। ଘଟଣାକୁ ନେଇ ଖଲିଆପାଲି ଗ୍ରାମରେ ଚାପା ଉତ୍ତେଜନା । ଗ୍ରାମର ଶହ ଶହ ଯୁବକ ଯୁବତୀ…

ବୁର୍ଲା କିର୍ବା ଛକରେ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ‌

ସମ୍ବଲପୁର: ଫାଷ୍ଟଫୁଡ୍‌ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବୁର୍ଲା କିର୍ବା ଛକରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଅସୁସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ । ଭିସୁଟ୍‌, ଭୀମସାର ଓ ଅନ୍ୟ କଲେଜର ଛାତ୍ରଛାତ୍ରୀଙ୍କ ସହ କିଛି ଯୁବକ ଅସୁସ୍ଥ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ…

ଆଠଗଡ଼: ବଣଭୋଜିରେ ଯାଇ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ମନ୍ଦିରର ୯୦ ଛାତ୍ରଛାତ୍ରୀ ଅସୁସ୍ଥ, ୨୦ ଗୁରୁତର

ଆଠଗଡ଼: ବଣଭୋଜି କରିବାକୁ ଯାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ମୁଣ୍ଡ ବୁଲାଇବା ଓ ବାନ୍ତି ହୋଇଥିଲା । ସେମାନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଠଗଡ଼ ବ୍ଲକ…

ବୌଦ୍ଧ: ଲୁକାପଡ଼ା ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୁକାପଡ଼ା ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର । ସେମାନଙ୍କୁ ମନମୁଣ୍ଡା ଓ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ୟାହ୍ନ ଭୋଜନରେ ସୋୟାବିନ ତରକାରୀ ଖାଇବା ପରେ ହଠାତ ଛାତ୍ରଛାତ୍ରୀ…

ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି, ଖାଦ୍ୟ ଖାଇ ୨୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର(କେନ୍ୟୁଜ୍) : ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖୋର୍ଦ୍ଧା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ୨୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ…