Below header

ବୁର୍ଲା କିର୍ବା ଛକରେ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ‌

ସମ୍ବଲପୁର: ଫାଷ୍ଟଫୁଡ୍‌ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବୁର୍ଲା କିର୍ବା ଛକରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଅସୁସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ । ଭିସୁଟ୍‌, ଭୀମସାର ଓ ଅନ୍ୟ କଲେଜର ଛାତ୍ରଛାତ୍ରୀଙ୍କ ସହ କିଛି ଯୁବକ ଅସୁସ୍ଥ ହୋଇଥିବା ଜଣାପଡିଛି।

ସମସ୍ତଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି । ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ତନାଘନା ଆରମ୍ଭ କରିଛି । ଫାଷ୍ଟଫୁଡ୍‌ ସେଣ୍ଟରର ମୁଖ୍ୟ ଦୋକାନରୁ ନମୁନା ସଂଗ୍ରହ କରି ଭୁବନେଶ୍ୱରର ଏକ ଲ୍ୟାବକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.