Browsing Tag

ill

ବିମାନରେ ବିଗିଡ଼ି ଗଲା ମୟଙ୍କ ଅଗ୍ରଓ୍ଵାଲଙ୍କ ଦେହ, ଏବେ ଆଇସିୟୁରେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଖେଳାଳି ମୟଙ୍କ ଅଗ୍ରଓ୍ଵାଲ ଅଚାନକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ବିମାନରେ ବସିବା ପରେ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଛି । ତେବେ ତାଙ୍କର କଣ ହୋଇଛି ସେ ବିଷୟରେ…

ବୁର୍ଲା କିର୍ବା ଛକରେ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ‌

ସମ୍ବଲପୁର: ଫାଷ୍ଟଫୁଡ୍‌ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବୁର୍ଲା କିର୍ବା ଛକରେ ଥିବା ଏକ ଫାଷ୍ଟଫୁଡ୍‌ ଦୋକାନରୁ ଚିକେନ୍‌ ସାଲାଡ ଖାଇ ଅସୁସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀ । ଭିସୁଟ୍‌, ଭୀମସାର ଓ ଅନ୍ୟ କଲେଜର ଛାତ୍ରଛାତ୍ରୀଙ୍କ ସହ କିଛି ଯୁବକ ଅସୁସ୍ଥ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ…

ଉମରକୋଟ ତୋହରା ଗାଁରେ ବିବାହ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ

ଉମରକୋଟ: ନବରଙ୍ଗପୁର ଉମରକୋଟ ବ୍ଲକ ତୋହରା ଗାଁରେ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ । ଗାଁରେ ଗତକାଲି ୫ରୁ ୬ଟି ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା। ବାହାଘର ଭୋଜି ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ୫୦ରୁ ଅଧିକ ଗ୍ରାମବାସୀ। ଅସୁସ୍ଥ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ…