Below header

ମିଡ୍ ବଜେଟ ରେଞ୍ଜରେ ଲଞ୍ଚ ହେଲା ପାଓ୍ଵାରଫୁଲ ସ୍ମାର୍ଟଫୋନ Oppo A54, ଜାଣନ୍ତୁ ଦାମ ଏବଂ ଫିଚର୍ସ

Oppo ନିଜର ମିଡ୍ ବଜେଟ ସେଗମେଣ୍ଟରେ ନୂଆ ଡିଭାଇସକୁ ସାମିଲ କରି Oppo A54କୁ ଲଞ୍ଚ୍ କରିଛି। ଯାହା ଗତ ବର୍ଷ ଲଞ୍ଚ କରାଯାଇଥିବା Oppo A53ର ଅପଗ୍ରେଡ ଭର୍ସନ। ୟୂଜର୍ସଙ୍କୁ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଏବଂ 5,000mAh ର ଦାମଦାର ବ୍ୟାଟେରୀ ଫିଚର୍ସର ସୁବିଧା ମିଳିବ।

ଏହି ସ୍ମାର୍ଟଫୋନରେ କମ୍ପାନୀ ଆପ୍ଟିମାଇଜଡ୍ ଚାର୍ଜିଙ୍ଗ ଫିଚର ବ୍ୟବହାର କରିଛି। ଯାହା ଫୋନକୁ ଓଭରଚାର୍ଜ କରିନଥାଏ। ଅବଶ୍ୟ କମ୍ପାନୀ ଏହି ସ୍ମାର୍ଟଫୋନକୁ ଇଣ୍ଡୋନେସିଆରେ ଲଞ୍ଚ୍ କରିଛି ଏବଂ ଅନ୍ୟ ଦେଶରେ ଲଞ୍ଚକୁ ନେଇ ଘୋଷଣା ବି କରିନାହିଁ।

ଓପୋର ଦାମ୍ ଏବଂ ସ୍ପେସିଫିକେସନ୍‌

Oppo A54ର ଦାମ୍ ବିଷୟରେ କହିବା ତ ଏହାକୁ ସିଙ୍ଗଲ ଷ୍ଟୋରେଜ୍ ଭେରିୟଣ୍ଟରେ ଲଞ୍ଚ୍ କରାଯାଇଛି ଏବଂ ଏଥିରେ 4GB + 128GB ଷ୍ଟୋରେଜ ମହଜୁଦ ରହିଛି। ଏହାର ଦାମ IDR 2,695,000 ଅର୍ଥାତ୍ 13,600 ଟଙ୍କା ଅଟେ। ଏହି ସ୍ମାର୍ଟଫୋନ Crystal Black ଏବଂ Starry Blue କଲର ଅପସନରେ ଉପଲବ୍ଧ ହେବ।

ଫିଚର୍ସ

Oppo A54 ଆଣ୍ଡ୍ରଏଡ ୧୦ ଓଏସରେ ଆଧାରିତ ଏବଂ ଏହି ସ୍ମାର୍ଟଫୋନକୁ MediaTek Helio P35 ଚିପସେଟ ସହିତ ଲଞ୍ଚ କରାଯାଇଛି। ଏଥିରେ 720×1,600 ପିକ୍ସେଲର ସ୍କ୍ରୀନ ରିଜୋଲ୍ୟୁସନ ସହିତ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.