ଲକଡାଉନ ନିୟମକୁ ଖାତିର ନକରି ଖେଳୁଥିଲେ ଜୁଆ, ୬ ଜୁଆଡିଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲାରେ କରୋନା ନେଇ ଲକ ଡାଉନ କଟକଣା ସତ୍ୱେ ନିୟମ ଉଲଘଂନ କରି ଛଅ ଗିରଫ l ବାଲିଗୁଡା ଥାନା ମହାସିଂହିରେ ଏକତ୍ରିତ ହୋଇ ଜୁଆ ଖେଳୁଥିବା ସମୟରେ ଜୁଆ ଆଡା ରେ ଚଢ଼ାଉ କରି ଗିରଫ କରିଛି ବାଲିଗୁଡା ପୋଲିସ l ଛଅ ଜୁଆଳି ଠାରୁ ଚାରି ହଜାର ଶହେ ସତୁରି ନଗଦ ଟଙ୍କା, ଚାରି ବାଇକ, ଚାରି ମୋବାଇଲ ଜବତ କରିଛି ପୋଲିସ l

baliguda gambler

କରୋନା ନେଇ ଜିଲ୍ଲା ରେ ସତକର୍ତ୍ତା ଅବଲମ୍ବନ ସହ ଲକ ଡାଉନ ନେଇ ବାରମ୍ବାର ସଚେତନ ସହ ଘରୁ ନ ବାହାରିବାକୁ କୁହା ଯାଇଛି l ଏଭଳି ସ୍ଥିତି ରେ ନିୟମ ଉଲଘଂନ ସହ ଜୁଆ ଖେଳିବା ନେଇ ଛଅ ଜଣ କୁ ଗିରଫ କରା ଯାଇଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.