ସ୍କୁଲରେ ବଜ୍ରାଘାତ: ୬ ଛାତ୍ରୀ ଗୁରୁତର

ଦେବଗଡ଼(କେନ୍ୟୁଜ୍):ତିଲେଇବଣି ବ୍ଲକ ବଡଛାପଲ ପଞ୍ଚାୟତ ଅନ୍ତର୍ଗତ କୁଟୁରାପୋଷି ପ୍ରାଇମେରୀ ସ୍କୁଲରେ ବଜ୍ରାଘାତରେ ୬ ଛାତ୍ରୀ ଗୁରୁତର।  ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି ।

ସ୍କୁଲରେ ଶିକ୍ଷକଙ୍କ ସହିତ ଅନ୍ୟ ଛାତ୍ର ଛାତ୍ରୀ ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଆହତ ସମସ୍ତ କୁଟୁରାପୋଷି ଗାଁର ଛାତ୍ରୀମାନେ ହେଲେ ସାଲିନୀ ଦେହୁରୀ, ସରିନି ସାହୁ, ଧରିତ୍ରୀ ସାହୁ, ପପିନା ସାହୁ, ଭବାନୀ ଦେହୁରୀ ଓ ଲିଖିତ ପେଣ୍ଠେଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.