Below header

ସୁରତରୁ ଆସି ଭୁବନେଶ୍ୱରରେ ପହଁଚିଲେ ୬୦ ଜଣ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗୁଜୁରାଟ ରାଜଧାନୀ ସୁରତ ସହରରେ ଫସି ରହିଥିବା ୬୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଫେରେଇ ଅଣାଯାଇଛି । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ରସୁଲଗଡ଼ ସ୍ଥିତ ଆଶ୍ରମ ବିଦ୍ୟାଳୟରେ କ୍ଵରେଣ୍ଟିଂନ ସେଣ୍ଟରରେ ରଖାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଯାତ୍ରୀ ନିବାସରେ ରଖାଯାଇଛି । କହି ରଖିବା ଉଚିତ ହେବକି, ନିକଟରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗକୁ ଆଉ ବାହାର ରାଜ୍ୟରୁ କୌଣସି ଟ୍ରେନ ଅଣାଯିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.