Browsing Tag

surat

ସୁରଟରେ ଖାତା ଖୋଲିଲା ବିଜେପି, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ

ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ସୁରଟରେ ଖାତା ଖୋଲିଛି ବିଜେପି । ସୁରଟ ଲୋକସଭା ସିଟରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଛାଡି ସମସ୍ତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତେ…

ସୁରଟ ଡାଇମଣ୍ଡ ବୋର୍ସର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଶ୍ୱର ସବୁଠାରୁ ବଡ ଅଫିସ୍…

ଆପଣମାନେ ତ ବହୁତ ଅଫିସ୍‌ ବିଲ୍ଡି ଦେଖିଛନ୍ତି, କିନ୍ତୁ ବର୍ତ୍ତମାନ ଦୁନିଆର ସବୁଠାରୁ ବଡ ଅଫିସ୍‌ ବିଲ୍ଡି ଭାରତରେ ନିର୍ମାଣ କରାଯାଇଛି । ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସକାଳ ୧୦. ୪୫ରେ ସୁରଟ ଡାଇମଣ୍ଡ ବୋର୍ସ (SDB) ଉଦଘାଟନ କରାଯାଇଛି । ଏହା ହେଉଛି ବିଶ୍ୱର…

କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ: ନିଖୋଜ ୭ କର୍ମଚାରୀଙ୍କ ମଧ୍ୟରୁ ୬ କଙ୍କାଳ ଠାବ୍‌, କମ୍ପାନୀ ଲୁଚାଇଥିଲା ତଥ୍ୟ

ଗୁଜରାଟ ସୁରଟରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଥିବା ଟ୍ୟାଙ୍କ ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଥିଲା । ଏଥିରେ ନିଖୋଜ ଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କ କଙ୍କାଳ ମିଳିଥିବା ଆଉ ଜଣଙ୍କ ପତ୍ତା ମିଳିନି । ଘଟଣାରେ ୨୫ ଆହତ ଶ୍ରମିକଙ୍କୁ ଚିକିତ୍ସା କରାଯାଇଛି । ଖବର ମୁତାବକ, ସଚିନ ଜିଆଇଡିସି…

ସୁରତ ଷ୍ଟେସନରେ ଦଳାଚକଟା, ଜଣେ ମୃତ, ବହୁ ଲୋକ ଆହତ

ସୁରତ ଷ୍ଟେସନରେ ଦଳାଚକଟା। ଜଣେ ମୃତ, ବହୁ ଲୋକ ଆହତ। ଦୀପାବଳିରେ ନିଜ ନିଜ ଘରକୁ ଯିବା ପାଇଁ ସୁରତ ଷ୍ଟେସନରେ ପ୍ରବଳ ଜନସମାଗମ ହୋଇଥିଲା। ଟ୍ରେନ ଚଢ଼ିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ମୂର୍ଚ୍ଛା ହୋଇ ଯାଇଥିଲେ। ତୁରନ୍ତ…

ଖୁସି ଖବର ! ଭୁବନେଶ୍ବରରୁ ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ଖୁବ୍‌ଶୀଘ୍ର ଉଡ଼ିବ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ । ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନ। ସେପଟେ ପ୍ରକ୍ରିୟା ଆରମ୍ଭ ହୋଇଛି, ସୁରତ ପାଇଁ ସ୍ଲଟ୍‌ ଦେବାକୁ ଏୟାର…

କ୍ଲାସ୍‌ରୁମ୍‌ରେ ପାଠପଢ଼ା ବେଳେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଆସିଲା ହାର୍ଟ ଆଟାକ୍‌, କ୍ଷଣିକ ମଧ୍ୟରେ ଚାଲିଗଲା ଜୀବନ

ଗୁଜରାଟର ସୁରଟରୁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଡାଦରାରେ ଏକ ଘରୋଇ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ୧୨ ବର୍ଷୀୟା ଛାତ୍ରୀ ଜଣକ ଶ୍ରେଣୀଗୃହରେ ପାଠପଢ଼ା ସମୟରେ ହିଁ ହଠାତ୍‌ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ଶ୍ରେଣୀରେ…

ଜେଜେ କୋଟିପତି ହେଲେ ପେଟ ପୋଷିବା ପାଇଁ ନାତି ହେଲେ ଦିନ ମଜୁରିଆ, ଜାଣନ୍ତୁ ଆମେରିକା ଫେରନ୍ତା ଏହି ନାତିଙ୍କ କାହାଣୀ

ଜେଜେ ବାପା ହେଉଛନ୍ତି କୋଟିପତି । କିନ୍ତୁ ପେଟ ପୋଷିବା ପାଇଁ ନାତି କରୁଛନ୍ତି ଦିନ ମଜୁରିଆ କାମ । ସୁଦୂର ଆମେରିକାରୁ ଏମବିଏ ପାଠ ପଢିଥିବା ବେଳେ ଚାକିରି ନକରି ମଜୁରିଆ ଜୀବନ ଅତିବାହିତ କରୁଛନ୍ତି । ଆମେ ଯାହାଙ୍କ କଥା କହୁଚୁ ସେ ହେଉଛନ୍ତି ଗୁଜୁରାଟର ସବୁଠୁ ବଡ ବ୍ୟବସାୟୀ ସାବଜୀ ଭାଇ…

ବିଶ୍ୱର ସବୁଠାରୁ ବଡ଼ ବାଣିଜ୍ୟ କେନ୍ଦ୍ର ଏବେ ଭାରତରେ, ଖୁବଶୀଘ୍ର ଉଦଘାଟନ କରିବେ ନରେନ୍ଦ୍ର ମୋଦି

ଅଫିସ ବିଲ୍ଠି ତ ଅନେକ ଥାଏ । କିନ୍ତୁ ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଯିବ । ୮୦ ବର୍ଷ ଧରି, ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା କିନ୍ତୁ ସେହି ଟାଇଟଲ୍ ବର୍ତ୍ତମାନ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ଦ୍ୱାରା ନିଆଯାଇଛି । ଯେଉଁଥିରେ ଏକ ଡାଇମଣ୍ଡ…

ଦିଲ୍ଲୀ ପରେ ସୁରତ, ଛାତ ଉପରେ ଶୋଇବାକୁ ନେଇ ଝିଅକୁ ୨୫ ଥର ଛୁରୀ ଭୁସିଲା ବାପା

ବହୁଚର୍ଚ୍ଚିତ ଦିଲ୍ଲୀ ନାବାଳିକା ହତ୍ୟାକାଣ୍ଡ ପରେ ପୁଣି ଏକ ହତ୍ୟାକାଣ୍ଡ ଭିଡିଓ ସାମ୍ନାକୁ ଆସିଛି । ଦିଲ୍ଲୀ ପରେ ଗୁଜରାଟ ସୁରତରୁ ଏମିତି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବାପା ଝିଅକୁ କଟୁରୀରେ ହାଣିଛି । କୌଣସି କଥାକୁ ଝଗଡା ଲାଗିବାକୁ ନେଇ ଘରେ କଳହ ସୃଷ୍ଟି ହୋଇଥିଲା । ଯାହା…

ସୁରତରେ ନିର୍ମାଣ ହେବ ଏସିଆର ସବୁଠାରୁ ବଡ ବାୟୋ ଡାଇଭରସିଟି ପାର୍କ, ଲାଗିବ ୬ ଲକ୍ଷ ଗଛ

ଗୁଜରାଟର ସୁରତରେ ଏସିଆର ସବୁଠାର ବଡ ବାୟୋଡାଇଭରସିଟି ପାର୍କ ନିର୍ମାଣ ହେବାକୁ ଯାଉଛି । ଏହି ବାୟୋ ଡାଇଭରସିଟି ପାର୍କ ଅଲଥାନର କାଙ୍କରା ନଦୀ କୂଳରେ ୮୭ ହେକ୍ଟର ଜମିରେ ତିଆରି ହେବ । ଏହି ଜମି ପୂର୍ବରୁ ଗୋଚର ରହିଥିଲା । ତେଣୁ ଏଠାରେ ଏବେ ଏସିଆର ସବୁଠୁ ବଡ ବାୟୋ ଡାଇଭରସିଟି ପାର୍କ…

ବଜାରରେ ମିଳୁଛି ହୀରା ଦାନ୍ତ, ଦାମ ରହିଛି ୪୦ ଲକ୍ଷ ଟଙ୍କା

ଡାଇମଣ୍ଡ ବା ହୀରା। ନାଁ ଶୁଣିଲେ ଲାଗେ ଯେମିତି ଏହା ସମସ୍ତେ କିଣିବା ସତେ ସମ୍ଭବ ନୁହେଁ। ସବୁଠୁ ମୂଲ୍ୟବାନ ରତ୍ନ ବା ପଥର । ଯାହାକୁ କିଣିବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ପୂରଣ ହୁଏ କିଛି ଜଣଙ୍କର..ଡାଇମଣ୍ଡ ରିଙ୍ଗ ଠୁ ଆରମ୍ଭ କରି ନେକଲେସ୍‌ ପର୍ଯ୍ୟନ୍ତ..ଏହାକୁ ପିନ୍ଧିବା…