Below header
Browsing Tag

surat

ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା

ଆଜି ପବିତ୍ର ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଆଜିର ଦିନରେ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରୁହେ। ଆଜିର ଦିନରେ ପ୍ରତ୍ୟେକ ବୟସର ଲୋକ ଭଗବାନଙ୍କ ନିମିତ୍ତ ବ୍ରତ…

ସୁରଟରେ ଅରବିନ୍ଦ କେଜରିଓ୍ଵାଲଙ୍କ ରୋଡ୍‌ ଶୋ’ରେ ପଥର ମାଡ଼; ଗୁଜରାଟରେ କରୁଥିଲେ ନିର୍ବାଚନୀ ପ୍ରଚାର

ଗୁଜରାଟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଯୋଗୁ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ’ ଏବଂ ଜନସଭା ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆମ୍‌ ଆଦ୍‌ମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜରିଓ୍ଵାଲ ଏକ ରୋଡ୍‌ ଶୋ’ କରୁଥିଲେ, ଯେଉଁଠି ତାଙ୍କ ଉପରକୁ ପଥର ଫିଙ୍ଗାଯାଇଛି। କେଜରିଓ୍ଵାଲ ସୁରଟରେ ରୋଡ୍‌ ଶୋ’…

କିଡ୍‌ନୀ, ଲିଭର୍‌, ଫୁସ୍‌ଫୁସ, ଆଖି ଦାନ…ମୃତ୍ୟୁ ପରେ ବି ୧୨ଜଣଙ୍କୁ ନୂତନ ଜୀବନ ଦେଲେ ଦୁଇ ସାଙ୍ଗ

ଗୁଜରାଟର ସୁରତରେ ବ୍ରେନ ଡେଡ୍‌ ହୋଇଥିବା ଦୁଇ ସାଙ୍ଗ ମୃତ୍ୟୁ ପରେ ମଧ୍ୟ ଜୀବିତ ଅଛନ୍ତି। ସେମାନେ ୧୨ଜଣ ଲୋକଙ୍କୁ ନୂତନ ଜୀବନ ଦାନ କରିଛନ୍ତି। ପିଲାବେଳର ଏହି ଦୁଇ ସାଙ୍ଗଙ୍କ ପରିବାର ସୁରତର ଡୋନେଟ୍‌ ଲାଇଫ୍‌ ସଂସ୍ଥା ମାଧ୍ୟମରେ ସେମାନଙ୍କ ଅର୍ଗାନ ଡୋନେଟ୍‌ କରିଛନ୍ତି। ପ୍ରଥମ ଥର ସୁରତର ଏକ…

ଇନ୍ଦୋର ଓ ସୁରତକୁ ମିଳିଲା ଶ୍ରେଷ୍ଠ ସ୍ମାର୍ଟସିଟି ପୁରସ୍କାର

ସୁରତକୁ ପୁଣି ମିଳିଲା ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା । ୨୦୨୦ରେ ଶ୍ରେଷ୍ଠ ୧୦୦ ତାଲିକାରେ ଶୀର୍ଷରେ ରହିଛି ସୁରତ । ପରିବେଶ, ସାମାଜିକ ମନୋଭାବ, ପ୍ରଶାସନ, ସଂସ୍କୃତି, ପରିଷ୍କାର ପରିଚ୍ଛନ୍ନତା, ଜଳର ସର୍ବୋତ୍ତମ ଯୋଗାଣ ଦୃଷ୍ଟିକୁ ଦେଖି ଏହି ସହରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ମାନ୍ୟତା…

ହଠାତ୍‌ ଆକାଶରୁ ବର୍ଷିଲା ‘ସୁନା’ ର ବିସ୍କୁଟ, ଘରକୁ ନେବା ପାଇଁ ଲାଗିଲା ଲୋକଙ୍କ ଭିଡ

ଗୁଜୁରାଟର ସୁରଟ ସହରର ଏକ ଗାଁରେ ସୁନାର ବର୍ଷା ହେବାର ଦେଖିବାକୁ ମିଳିବା ପରେ ଲୋକମାନେ ସୁନା ଘରକୁ ନେବା ପାଇଁ ଘରୁ ବାହାରି ରାସ୍ତାକୁ ଆସିଛନ୍ତି। ସୂଚନା ମୁତାବକ ଗତକାଲି ରାତିରୁ ସୁରଟ ବିମାନବନ୍ଦର ନିକଟ ଡୁମ୍ମସ୍‌ ଗାଁର ଲୋକମାନଙ୍କୁ ଏପରି କିଛି ଜିନିଷ ମିଳିଛି, ଯାହା ଦେଖିବାକୁ ସୁନା…

୬ ବର୍ଷର ଝିଅ ଗରିବ ବସ୍ତି ପିଲାଙ୍କୁ କଲା ଏମିତି ସାହାଯ୍ୟ, ଶେଷରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲା ଦୁର୍ବା

ବୟସ ମାତ୍ର ଏକ ସଂଖ୍ୟା। କାମ କରିବାର ମହାନତା ହିଁ ଲୋକଙ୍କୁ ପରିଚୟ ଦେଇଥାଏ। ତେବେ ବ୍ୟକ୍ତିଟି ବୟସରେ ଛୋଟ ହୋଇଥାଉ କିମ୍ବା ବଡ। କରୋନା ମହାମାରୀ ସମୟରେ ଲୋକ ପରସ୍ପରର ସାହଯ୍ୟ କରୁଛନ୍ତି। କିଏ ଗରିବଙ୍କ ପାଇଁ ଖାଦ୍ୟ ଯୋଗାଉଥିବା ବେଳେ ଆଉ କିଏ ଘରେ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛି। ଆଉ…

ଆଜି ଓଡ଼ିଶାରେ ପହଞ୍ଚିବେ ୬ହଜାର ପ୍ରବାସୀ ଓଡ଼ିଆ, ସୁରତ, ଅହମ୍ମଦାବାଦ୍‌ ଓ ମୁମ୍ବାଇରୁ ଆସୁଛି ୫ଟି ଶ୍ରମିକ ସ୍ପେଶାଲ…

କେନ୍ୟୁଜ ବ୍ୟୁରୋ : ସୁରତ, ଅହମ୍ମଦାବାଦ୍‌ ଓ ମୁମ୍ବାଇରୁ ଆସୁଛି ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌। ଆଜି ଓଡ଼ିଶାରେ ପହଞ୍ଚିବେ ପ୍ରାୟ ୬ହଜାର ପ୍ରବାସୀ ଓଡ଼ିଆ। ଗତକାଲି ଗୋଟିଏ ଟ୍ରେନ ସୁରତରୁ ଓଡ଼ିଶା ଅଭିମୁଖେ ବାହାରି ସାରିଛି। ସେହିପରି ଅହମ୍ମଦାବାଦ୍‌ରୁ ୨ଟି ଟ୍ରେନ୍‌, ମୁମ୍ବାଇ ଓ ଚେନ୍ନାଇରୁ…

ସୁରତରୁ ଆସି ଭୁବନେଶ୍ୱରରେ ପହଁଚିଲେ ୬୦ ଜଣ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗୁଜୁରାଟ ରାଜଧାନୀ ସୁରତ ସହରରେ ଫସି ରହିଥିବା ୬୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଫେରେଇ ଅଣାଯାଇଛି । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ରସୁଲଗଡ଼ ସ୍ଥିତ ଆଶ୍ରମ ବିଦ୍ୟାଳୟରେ କ୍ଵରେଣ୍ଟିଂନ ସେଣ୍ଟରରେ ରଖାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଯାତ୍ରୀ ନିବାସରେ…

ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦୃଢ ପ୍ରଣ ନେଇଛନ୍ତି କର୍କଟ ପୀଡିତା, ୨ ବର୍ଷରେ ଲଗେଇ ସାରିଲେଣି ୩୦ ହଜାର ଗଛ

କ୍ୟାନ୍ସର ଏମିତି ଏକ ରୋଗ ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ । ଥରେ ସେହି ରୋଗରେ ଆକ୍ରାନ୍ତ ହେବା ମାତ୍ରେ ମଣିଷ ନିଜ ଆତ୍ମବିଶ୍ୱାସ ହରାଇ ବସେ । ଯେମିତି ଧୀରେ ଧୀରେ ନିଜର ସବୁ କିଛି ସରିଯାଉଛି । ସେ ମୁହୂର୍ତ୍ତକୁ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ କେବଳ ଏହି ଭୟଙ୍କର ରୋଗର ଭୟାବହତା କୁ ହୁଏତ…

ସୀମା ଟପିଗଲା ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କରି ଗଭର୍ପାତ କରାଇଲେ ସାବତ ବାପା ଓ ଜେଜେବାପା

ପାଶବିକତାର ସବୁ ସୀମ ଟପିଗଲା ପିଶାଚ ସାବତ ବାପା ଓ ଜେଜେ। ନାବାଳିକା ଝିଅକୁ ଦୁଷ୍କର୍ମ କରି କଲେ ଗର୍ଭବତୀ ।  ଘଟଣା ଶୁଣିଲେ ଯେ କେହିବି କାନରେ ହାତଦେଇେଦେବେ। କାହିକିଁନା ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି ଆରମ୍ଭରୁ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ସେହି ସମ୍ପର୍କକୁ କଳୁଶିତ…

ସୁରତର ତକ୍ଷଶିଳା କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, କିଛି କ୍ଷଣ ମଧ୍ୟରେ ଲିଭିଗଲା ୧୯ରୁ ଅଧିକ ଜୀବନ ଦୀପ

ଗୁଜରାଟ : ନିଆଁ ନେଲା ୧୯ରୁ ଅଧିକ ଜୀବନ । କିଛି କ୍ଷଣ ମଧ୍ୟରେ ଲିଭିଗଲା ଜୀବନ ଦୀପ । ଗୁଜରାଟ ସୁରତରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି । ଅପରାହ୍ନ ୫ଟା ବେଳେ ସୁରତ୍‌ର ତକ୍ଷଶିଳା କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । କିଛି ସମୟ ଭିତରେ ଏହା…