Below header

ଆଜି ଓଡ଼ିଶାରେ ପହଞ୍ଚିବେ ୬ହଜାର ପ୍ରବାସୀ ଓଡ଼ିଆ, ସୁରତ, ଅହମ୍ମଦାବାଦ୍‌ ଓ ମୁମ୍ବାଇରୁ ଆସୁଛି ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍

କେନ୍ୟୁଜ ବ୍ୟୁରୋ : ସୁରତ, ଅହମ୍ମଦାବାଦ୍‌ ଓ ମୁମ୍ବାଇରୁ ଆସୁଛି ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌। ଆଜି ଓଡ଼ିଶାରେ ପହଞ୍ଚିବେ ପ୍ରାୟ ୬ହଜାର ପ୍ରବାସୀ ଓଡ଼ିଆ। ଗତକାଲି ଗୋଟିଏ ଟ୍ରେନ ସୁରତରୁ ଓଡ଼ିଶା ଅଭିମୁଖେ ବାହାରି ସାରିଛି। ସେହିପରି ଅହମ୍ମଦାବାଦ୍‌ରୁ ୨ଟି ଟ୍ରେନ୍‌, ମୁମ୍ବାଇ ଓ ଚେନ୍ନାଇରୁ ଗୋଟିଏ ଲେଖାଏ ଟ୍ରେନ୍‌ରେ ଓଡ଼ିଆ ଲୋକେ ଫେରୁଛନ୍ତି । ଅହମ୍ମଦାବାଦରୁ ବାହାରିଥିବା ୨ଟି ଟ୍ରେନ୍‌ ଖୋର୍ଦ୍ଧା ରୋଡରେ ଆସି ପହଞ୍ଚିବ। ସେହିପରି ଚେନ୍ନାଇରୁ ବାହାରିଥିବା ଟ୍ରେନ୍‌ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁରରେ ପହଞ୍ଚିବ। ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଫେରିବେ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.