ଆଜିଠୁ ଆରମ୍ଭ ହେୁଛି CBSE ଦଶମ ଓ ଦ୍ୱାଦଶ ଖାତା ଦେଖା, ଘରେ ରହି ଖାତା ମୂଲ୍ୟାୟନ କରିବେ ଶିକ୍ଷକ

କେନ୍ୟୁଜ ବ୍ୟୁରୋ : ଆଜିଠୁ ଆରମ୍ଭ ହେୁଛି CBSE ଦଶମ ଓ ଦ୍ୱାଦଶ ଖାତା ଦେଖା । ଘରେ ରହି ଖାତା ମୂଲ୍ୟାୟନ କରିବେ ଶିକ୍ଷକ। ଘରେ ରହି ଖାତା ମୂଲ୍ୟାୟନ କରିବେ ଶିକ୍ଷକ। ସ୍କୁଲରୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଘରକୁ ଖାତା ପଠାଯିବ। କଣ୍ଟେନମେଣ୍ଟ ଜୋନ୍‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ଖାତା ଦେଖା। ୫୦ଦିନ ଭିତରେ ଶେଷ ହେବ ପ୍ରକ୍ରିୟା। ୧୮ଲକ୍ଷ ଛାତ୍ରଛାତ୍ରୀ CBSE ୧୦ମ ପରୀକ୍ଷା ଦେଇଥିବାବେଳେ ୧୨ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ବାକି ପରୀକ୍ଷା ହେବ ।

Leave A Reply

Your email address will not be published.