Below header

ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ, ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭୁବନେଶ୍ବର: ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାରା ଦେଶରେ ୨୧୫ଟି ଷ୍ଟେସନ୍‌କୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏଥିରେ ରହିଛି ଓଡ଼ିଶାର ୯ଟି ରେଳ ଷ୍ଟେସନ । ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ଟିଟଲାଗଡ଼, କଣ୍ଟାବାଞ୍ଜି, ରାୟଗଡ଼ା, କୋରାପୁଟ, ଝାରସୁଗୁଡ଼ା ଓ ରାଉରକେଲା ଷ୍ଟେସନ୍‌ ରହିଛି । ଭୁବନେଶ୍ୱର ଓ ଖୋର୍ଦ୍ଧା ଷ୍ଟେସନ୍‌ରେ ରେଲେଓ୍ଵର ସ୍ୱାସ୍ଥ୍ୟ କର୍ମଚାରୀ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.