Browsing Tag

covid-19 hospital

ରାଜଧାନୀ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ରାୟପୁର: କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ। ଶନିବାର ସନ୍ଧ୍ୟାରେ ଛତିଶଗଡର ରାଜଧାନୀ ରାୟପୁରର ଏକ ବେସରକାରୀ ହସ୍ପିଟାଲରେ ନିଆଁ ଲାଗି ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ଯାଦବ ଶନିବାର ସୂଚନା ଦେବା ଅବସରରେ କହିଛନ୍ତି ଯେ ସହରର…

ରାୟଗଡ଼ା-ଗଜପତି-ଗଞ୍ଜାମ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ, ବିଭିନ୍ନ ସ୍ଥାନ ପରିଦର୍ଶନ ସହ କରୁଛନ୍ତି ସ୍ଥିତି…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ । ରାୟଗଡ଼ା ଜିଲ୍ଲାର ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ମୁକାବିଲା ପାଇଁ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁର ପ୍ରତିଷ୍ଠା କରିବା ସହ କୋଭିଡ୍‌ ପରୀକ୍ଷା…

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା…

ଭୁବନେଶ୍ବର(କେନ୍ୟୁଜ): ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ଟି ନୂଆ ମେଡିକାଲ କଲେଜରେ କରାଯିବ କରୋନା ଟେଷ୍ଟ । ଆସନ୍ତା ୧୬ ତାରିଖରେ ବଲାଙ୍ଗୀର ଓ ୨୩ ତାରିଖରେ କୋରାପୁଟରେ ଆରମ୍ଭ ହେବ କୋଭିଡ ଟେଷ୍ଟିଂ। ସେହିପରି ବାରିପଦା ମେଡିକାଲ କଲେଜରେ ୩୧ ତାରିଖରେ ଟେଷ୍ଟିଂ ଆରମ୍ଭ କରାଯିବ । ଏନେଇ…

ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ, ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି…

ଭୁବନେଶ୍ବର: ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାରା ଦେଶରେ ୨୧୫ଟି ଷ୍ଟେସନ୍‌କୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏଥିରେ ରହିଛି ଓଡ଼ିଶାର ୯ଟି ରେଳ ଷ୍ଟେସନ । ଖୋର୍ଦ୍ଧା,…

5T ସଚିବଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ, କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ଝାରସୁଗୁଡ଼ା/ସୁନ୍ଦରଗଡ଼: 5T ସଚିବ ଭି. କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା…

ରାଜ୍ୟର ଆଉ ୫ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ, ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କଲେ…

ଭୁବନେଶ୍ବର: ରାଜ୍ୟର ଆଉ ୫ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ । ଅନୁଗୁଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ସୁନ୍ଦରଗଡ଼, ବରଗଡ଼ ଓ ନବରଙ୍ଗପୁରରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ ହୋଇଛି…

ତାଳଚେର ଓ ଢେଙ୍କାନାଳରେ ଆରମ୍ଭ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି 5-T ସଚିବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଏହାର ଉଦ୍‌ଘାଟନ ପୂର୍ବରୁ 5-T ସଚିବ ଭି.କେ ପାଣ୍ଡିଆନ୍‌ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଏମ୍‌ସିଏଲ୍‌…

କେନ୍ଦୁଝରରେ 5T ସଚିବ ଓ ମୁଖ୍ୟ ଶାସନ ସଚିବ, କୋଭିଡ୍‌ ହସ୍ପିଟାଲର କରୁଛନ୍ତି ସ୍ଥିତି ସମୀକ୍ଷା

କେନ୍ଦୁଝର: କେନ୍ଦୁଝରରେ 5T ସଚିବ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ୍‌ ହସ୍‌ପିଟାଲ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । କେନ୍ଦୁଝରରେ ପ୍ରଥମେ ପହଞ୍ଚିବା ପରେ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ମୁଖ୍ୟ ସଚିବ ଓ…

ଡାକ୍ତରଙ୍କ ଉପରେ ଆକ୍ରମଣ କରି ହସପିଟାଲରୁ କରୋନା ରୋଗୀଙ୍କୁ ନେଇ ଫେରାର୍ ହୋଇଗଲେ ପରିଜନ, ଆଉ ତାପରେ..

ତେଲେଙ୍ଗାନାର ହାଇଦ୍ରାବାଦରେ ବୁଧବାର କରୋନା ସଂକ୍ରମଣର ଚିକିତ୍ସା କରୁଥିବା ଡାକ୍ତର୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରାଯିବା ସହ ରୋଗୀଙ୍କୁ ଧରି ଫେରାର ହୋଇଯାଇଛନ୍ତି ପରିଜନ । ହାଇଦ୍ରାବାଦର ଉଷମାନିଆ ଜେନେରାଲ ହସ୍ପିଟାଲର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତିଙ୍କର…

ଝାରସୁଗୁଡ଼ାରେ ହେବ କୋଭିଡ୍‌ ହସ୍ପିଟାଲ : ଜିଲ୍ଲା ପ୍ରଶାସନ ଓ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ଏମ୍‌ଓୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରରେ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ସଂପର୍କରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ। ଏହି କୋଭିଡ୍‌ ହସ୍ପିଟାଲ ପାଇଁ…

ଆଜିଠୁ କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ୍

ଫୁଲବାଣୀ: ଫୁଲବାଣୀରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍‌ସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍‌ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲା…

ଆକ୍ରାନ୍ତ କମ୍, ସୁସ୍ଥ ହେଉଛନ୍ତି ଅଧିକ: ଏଇ ଆମ ଓଡିଶା

ଭୁବନେଶ୍ବର: କରୋନା ସହ ଲଢ଼େଇରେ ରାଜ୍ୟବାସୀଙ୍କ ପାଇଁ ଖୁସି ଓ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ଆଉ ୫ ଜଣ କରୋନା ଆକ୍ରାନ୍ତ । ଆରୋଗ୍ୟ ଲାଭ କରିଥିବା ସମସ୍ତେ ଭୁବନେଶ୍ୱରର । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି…