Below header

ପୁରୀ ଡାକ୍ତରଖାନା ପରିସରରୁ ୭ ମଣିଷ ଖପୁରୀ ଉଦ୍ଧାର, ତନ୍ତ୍ର ସାଧନା ସନ୍ଦେହ

ପୁରୀ(କେନ୍ଯୁଜ୍) : ପୁରୀରୁ ମଣିଷ ଖପୁରୀ ଉଦ୍ଧାର । ଏକ ବସ୍ତାରେ ୭ରୁ ଅଧିକ ମଣିଷ ଖପୁରୀ ଥିବା ସୂଚନା ମିଳିଛି । କମଳା ହସ୍ପିଟାଲ ପଛପଟୁ ଏସବୁ ଖପୁରୀ ଉଦ୍ଧାର କରାଯାଇଛି । ଗୁଣିଗାରେଡ଼ି ସନ୍ଦେହ ଏହାକୁ ରଖାଯାଇଥିବା ଅନୁମାନ କରାଯାଉଛି । ସମୁଦ୍ରକୂଳ ଥାନା ପୋଲିସର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.