ରାୟଗଡା: ଘାଟିରେ ଓଲଟିଲା ବସ୍‌, ଦୁର୍ଘଟଣାରେ ୭ଗୁରୁତର

ରାୟଗଡା: ଘାଟିରେ ଓଲଟିଲା ବସ୍‌। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୩୨୬ନମ୍ବର ଜାତୀୟ ରାଜପଥ କୁମୁନ୍ଦୁପୁର ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବସ୍‌ଟି ଜୟପୁରରୁ ନୟାଗଡ଼ ଯାଉଥିବାବେଳେ ବିଳମ୍ବିତ ରାତିରେ ଘାଟିରେ ଓଲଟି ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.