Below header

ଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୭ ଦୋକାନ

ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୭ ଦୋକାନ । ଯାଜପୁର କଳିଙ୍ଗନଗର ଥାନା ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ୫ଟାରେ ଡୁବୁରୀ ଛକଠାରେ ଏକ ଜଳଖିଆ ଦୋକାନରେ ହଠାତ୍‌ ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗିଯାଇଥିଲା ।

ଯାଜପୁର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୭ ଦୋକାନ । ଯାଜପୁର କଳିଙ୍ଗନଗର ଥାନା ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ୫ଟାରେ ଡୁବୁରୀ ଛକଠାରେ ଏକ ଜଳଖିଆ ଦୋକାନରେ ହଠାତ୍‌ ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗିଯାଇଥିଲା ।

ପରେ ନିଆଁ ବ୍ୟାପୀ ୭ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଟାଟାଷ୍ଟିଲ, ଦାନଗଦି ଓ ସୁକିନ୍ଦା ଅଗ୍ନିଶମ ବାହିନୀ ଆସି ନିଅାଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.