ରାଜ୍ୟରେ ଆଜି ୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୮୫୬ ଛୁଇଁଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ ଟି ଜିଲ୍ଲାରୁ ଆଉ ୭୫ ଟି କରୋନା ପାକିଟିଭ ଚିହ୍ନଟ ହୋଇଛନ୍ତି । ଏବଦରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ଛୁଇଁଥିବା ଜଣାଯାଇଛି । ୭୫ ମଧ୍ୟରୁ ୭୨ ଜଣ କ୍ଵାରିଣ୍ଟିଂନ ସେଣ୍ଟରର ଥିବା ବେଳେ ୩ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 6th JUNE
New positive cases: 75
In quarantine: 72
Local contacts: 3(Details of local contacts will be shared by concerned District Administration)
1. Jagatsinghpur: 2
2. Khordha: 18
3. Koraput: 2
4. Jajpur: 7
5. Keonjhar: 1
6. Ganjam: 1
7. Nayagarh: 4— I & PR Department, Odisha (@IPR_Odisha) June 7, 2020
ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରର ୨ ଜଣ, ଖୋର୍ଦ୍ଧ ଜିଲାର ୧୮ ଜଣ, କୋରାପୁଟର ୨ ଜଣ , ଯାଜପୁର ଜିଲ୍ଲାର ୭, କେଉଁଝରର ଜଣେ, ଗଂଜାମର ଜଣେ, ନୟାଗଡର ୪ଜଣ, ଅଛନ୍ତି । ଅନ୍ୟ ପକ୍ଷରେ, କଟକ ଜିଲ୍ଲାର ୫ ଜଣ, ଅନୁଗୁଳର ୨ ଜଣ, ଢେଙ୍କାନାଳର ୨ ଜଣ, ବଲାଙ୍ଗୀରର ୫ ଜଣ, ସୁନ୍ଦରଗଡର ୧୮ଜଣ, ପୁରୀ ଜିଲ୍ଲାର ଜଣେ, ନୂଆପଡାର ଜଣେ, ସୋନପୁର ଜିଲ୍ଲାର ୩ ଜଣ, କେନ୍ଦ୍ରାପଡାର ୩ ଜଣ ଅଛନ୍ତି ।
8. Cuttack: 5
9. Angul: 2
10. Dhenkanal: 2
11. Bolangir: 5
12. Sundargarh: 18
13. Puri: 1
14. Nuapada: 1
15. Sonepur: 3
16. Kendrapada: 3
Total- 75New recoveries: 112
Cumulative tested: 176098
Positive: 2856
Recovered: 1716
Active cases: 1129— I & PR Department, Odisha (@IPR_Odisha) June 7, 2020
ଏବେ ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୧୨୨୯ରହିଛି । ଏଯାବତ ରାଜ୍ୟରେ ରାଜ୍ୟରେ ୧୭୦୯୮ଟି କରୋନା ଟେଷ୍ଟ ହୋଇ ସାରିଲାଣି । ଗତକାଲି ୧୧୨ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୭୧୬ ପହଁଚିଥିବା ରେକର୍ଡ ହୋଇଛି । ଏହା ସହ ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।